BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋରାପୁଟରେ ଲକଡାଉନ ଆରମ୍ଭ

FMODIA.IN 25-03-2020
Lockdown begins in Koraput

ଦେବାଶ୍ରୀତ ପଟ୍ଟନାୟକ

(FMODIA.IN) - ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କୋରାନାର ମୁକାବିଲା କରିବା ପାଇଁ ଭାରତ ମଧ୍ୟ ଅଣ୍ଟା ଭିଡ଼ିଛି l ଆଉ ତlର ପ୍ରତିକାର ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ନେବାର ଆରମ୍ଭ କରିଛି l ଗତ୨୨ ତାରିଖ ଦିନ କେନ୍ଦ୍ର ସରକାରଙ୍କର ଅନୁରୋଧ କ୍ରମେ ଦେଶରେ ୧୪ ଘଣ୍ଟିଆ ଜନତାକର୍ଫ୍ୟୁ ପାଳନ କରାଯlଇଥିବା ବେଳେ ଗତ ମଧ୍ୟରାତ୍ରୀରୁ ୨୧ ଦିନ ପାଇଁ ଦେଶରେ ତାଲାବନ୍ଦ ବା ଲକଡାଉନ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି l ସେ ଅନୁସାରେ କୋରାପୁଟ ଜିଲ୍ଲାରେ ମଧ୍ୟ ଲକଡାଉନ ଆରମ୍ଭ ହୋଇଛି l ବସ୍ ସେବା ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକତାସାମଗ୍ରୀ ଛଡା ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ହୋଇଛି l ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ଯେମିତି ଏହାକୁ ସଠିକ ରୂପେ ପାଳନ କରିବେ ସେଥିପ୍ରତି କଡ଼ା ନଜର ରଖିଛି l

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in