BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

କରୋନା ସଂକ୍ରମିତ ହେବା ଆଶଙ୍କା ଥିବା ୯୪୦୦ ଲୋକଙ୍କ ଉପରେ ରଖାଯାଇଛି ନଜର

FMODIA.IN 09-02-2020
9,400 people are under scanner of the govermnet for corona virus

ନୂଆଦିଲ୍ଲୀ, ୯ ଫେବୃୟାରୀ - ଦେଶର ୩୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୋଟ ୯,୪୦୦ ଲୋକଙ୍କ ଉପରେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କାରେ ନଜର ରଖାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସିଂଗାପୁର ଓ ଥାଇଲାଣ୍ଡରୁ ଆସୁଥିବା ସମସ୍ତ ବିମାନରେ ଯାଂଚ କରାଯାଉଛି । ସେହିପରି ହଂକଂ ଓ ଚୀନରୁ ଆସୁଥିବା ବିମାନ ଗୁଡ଼ିକରେ ଯାଂଚ ଏରୋବ୍ରିଜରେ ହିଁ କରାଯାଉଛି । ସମସ୍ତ ୨୧ ବିମାନ ବନ୍ଦନ, ବନ୍ଦର ଓ ସୀମାବର୍ତୀ ପ୍ରବେଶପଥରେ ମଧ୍ୟ ଯାତ୍ରୀ ମାନଙ୍କର ଯାଂଚ କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in