BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ମହାପ୍ରସାଦ ପାଇଁ ଘଂଟା ଘଂଟା ଧରି ଅପେକ୍ଷା କରି ରହୁଛନ୍ତି ଶ୍ରଦ୍ଧାଳୁ

FMODIA.IN 02-11-2020
Devotees have been waiting for Mahaprasad for hours

ପୁରୀ, ୨ ନଭେମ୍ବର |ପବିତ୍ର କାର୍ତିକ ମାସ ପାଇଁ ମହାପ୍ରସାଦର ଚାହିଦା ବୃଦ୍ଧି ପାଇଛି । ମହାପ୍ରସାଦ ପାଇବା ପାଇଁ ଶ୍ରୀମନ୍ଦିରର ଉତର ଓ ଦକ୍ଷିଣ ଦ୍ୱାରରେ ବ୍ୟବସ୍ଥା କରାଯାଇଥିବା ବେଳେ କାଉଂଟରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମହାପ୍ରସାଦ ପାଇଁ କାଉଂଟରରେ ଟଙ୍କା ଜମା କରି ଟିକେଟ କାଟି ମହାପ୍ରସାଦ ପାଇବା ଶ୍ରଦ୍ଧାଳୁମାନେ ଘଂଟା ଘଂଟା ଧରି ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳିଛି ।