BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶନିବାର ପରୀକ୍ଷା କରା ଯାଇଥିବା ସାତଟି ନମୂନା ନେଗେଟିଭ ଆସିଲା

FMODIA.IN 22-03-2020
Seven of the samples tested negative came Saturday

ଭୁବନେଶ୍ୱର, ୨୨ ମାର୍ଚ କରୋନା ଭାଇରସର ପରୀକ୍ଷା କରିବା ପାଇଁ ଶନିବାର ଦିନ ରାଜ୍ୟରେ ପରୀକ୍ଷା କରିବାକୁ ପଠା ଯାଇଥିବା ସାତଟି ଯାକ ନମୁନା ନେେଗେଟିଭ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।

ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୭୭ଟି ନମୁନାକୁ ପରୀକ୍ଷଣ ପାଇଁ ପଠା ଯାଇଛି । ସେଥି ମଧ୍ୟରୁ ୨ଟି ପଜିଟିଭ ଆସିଥିବା ବେଳେ ବଳକା ୭୫ଟି ନମୁନା ନେଗେଟିଭ ଆସିଛି । ପଜିଟିଭ ଆସିଥିବା ଦୁଇ ଜଣ ବିଦେଶରୁ ଆସିଥିବା ଜଣା ପଡିଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in