BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ମାଲକାନଗିରି ରେ ବିଷାକ୍ତ ଖାଦ୍ୟ ଖାଇ ତିନି ଜଣଙ୍କ ମୃତ୍ୟୁ

FMODIA.IN 15-10-2020
Bisakta khadya khae tini bhauni nka mrutu
ମାଲକାନଗିରିରେ ବିଷାକ୍ତ ଖାଦ୍ୟ ଖାଇ ଆଖି ବୁଜିଲେ ଗୋଟିଏ ପରିବାରର ୩ ଭାଇ ଭଉଣୀ ଅମରେନ୍ଦ୍ର ଦାସ :ଏଫ ଏମ୍ ମିଡ଼ିଆ: ମାଲକାନଗିରି ଜିଲ୍ଲାରେ ବିଷାକ୍ତଖାଦ୍ୟ ଖାଇ ତିନି ଭଉଣୀ ଙ୍କ ମୃତ୍ୟୁ। ତେବେ ସେମାନଙ୍କର ମା’ ଓ ଅନ୍ୟ ଜଣେ ଭଉଣୀ ଗୁରୁତର ଥିବା ସୂଚନା ମିଳିଛି । ମାଲକାନଗିରି ଜିଲ୍ଲା କଚେଲି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।
ମୃତକଙ୍କ ମଧ୍ୟରେ ୨ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି। ତେବେ ସେମାନଙ୍କର ମା’ ଓ ଅନ୍ୟ ଜଣେ ଭଉଣୀ ଗୁରୁତର ଥିବା ସୂଚନା ମିଳିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ସୁକାନ୍ତି ମାଡ଼ି (୧୨), ସୀତାରାମ ମାଡ଼ି (୭), ଅଞ୍ଜଳି ମାଡ଼ି (୩)।