BIG NEWS
ସଂସଦ ସଦସ୍ୟମାନଙ୍କ ପାଇଁ ଆଜି ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ମାଲକାନଗିରି ସଦର ମହକୁମାରେ କରୋନା କଟକଣା କୁ ମାନି ଦଶହରା ପାଳନ

FMODIA.IN 25-10-2020
Malkangiri dasahara news update/fm odia.in
ମାଲକାନଗିରି ସଦର ମହକୁମାରେ କରୋନା କଟକଣା କୁ ମାନି ଦଶହରା ପାଳନ । ଅମରେନ୍ଦ୍ର ଦାସ :ଏଫ ଏମ୍ ମିଡ଼ିଆ ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ନିରାଡ଼ମ୍ବର ଭାବରେ ଦଶହରା ପୂଜା ଶେଷ ହୋଇଛି।ଗତ ବର୍ଷ ମାଲକାନଗିରି ସଦର ମହକୁମାରେ ପାଞ୍ଚ ଟି ପୂଜା ଏବଂ ମେଢ଼ ହୋଇଥିଲା।ଜନ ସମାଗମ ବହୁତ ହୋଇଥିଲା।
କିନ୍ତୁ ଏ ବର୍ଷ କରନା କଟକଣା ଯୋଗୁଁ ବିନା ଭକ୍ତ ରେ ଖାଲି ପୂଜା କରା ଯାଇଥିଲା। ଏ ବର୍ଷ ସଦର ମହକୁମା ରେ ତିନୋଟି ଜାଗା ରେ ଦୁର୍ଗା ପୂଜା କରାଯାଉଛି। ସମସ୍ତ କରୋନା କଟକଣା କୁ ମାନି କରା ଯାଇଛି। ସମସ୍ତ ପେଣ୍ଡେଲ ଆଗରେ ପୋଲିସ ବିଭାଗ ର ଅଧିକାରୀ ମାନେ ଜଗି ଗହଳି କରିବା କୁ ମନା କରୁଛନ୍ତି।