BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ମାଲକାନଗିରି ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଶାଗୁଆନ କାଠ ଜବତ ।

FMODIA.IN 15-10-2020
Malkangiri jila re bana bibhaga pakhya ru saguan katha jabat
ମାଲକାନଗିରି ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଶାଗୁଆନ କାଠ ଜବତ । ଅମରେନ୍ଦ୍ର ଦାସ :ଅମରେନ୍ଦ୍ର ଦାସ ମାଲକାନଗିରି ଜିଲ୍ଲା ବନ ବିଭାଗ କୁ ଏକ ବଡ ସଫଳତା । ସକାଳେ ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟସ୍ଥ ଆଶ୍ରିବାଦ କଲୋନୀ ଠାରେ ଜଣଙ୍କ ଘରେ ବିଭିନ୍ନ ପ୍ରକାର ର କାଠ ସାମଗ୍ରୀ ଜବତ କରି ଛନ୍ତି।
ଉକ୍ତ ବ୍ୟକ୍ତି ଜଣକ ବହୁତ ଦିନ ରୁ ଘରେ ଚୋରା କାଠ ଆଣି ବ୍ୟବସାୟ କରୁଥିଲା।ଘରେ ବିଭିନ୍ନ ପ୍ରକାର ର କାଠ ସାମଗ୍ରୀ ତିଆରି କରି ବିକ୍ରି କରୁଥିଲା।ଆଜି ସଖାଳ 6 ଟା ବେଳେ ଅତର୍କିତ ଭାବେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଜଣେ ଆସାମୀ ଙ୍କୁ ମଧ୍ୟ ଗିରଫ କରିଛି ମାଲକାନଗିରି ବନ ବିଭାଗ।