ବାରିପଦା ସହର ଲକ ଡ଼ାଉନ : ସକାଳ ମାର୍କେଟ ପୂର୍ବ ପରି ଚଳଚଂଚଳ

FMODIA.IN 25-03-2020
Baripada town Lock Down: The morning market is as bustling as ever

ରବିନ୍ଦ୍ର ନାଥ ତରାଇ / ମୟୂରଭଞ୍ଜ

(FMODIA.IN) - ଗତକାଲି ମଧ୍ୟରାତ୍ରିରୁ ଲକ ଡାଉନ୍ ହୋଇଯିବା ପରେ ବାରିପଦା ସହରରେ ପୋଲିସ ବ୍ୟବସ୍ଥା କଡାକଡି କରାଯାଇଛି । ଘରୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲେ ମଧ୍ୟ ଚଳପ୍ରଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା ପରି ମନେ ହୁଏନି । ବାରିପଦା ସକାଳ ମାର୍କେଟ ପୂର୍ବ ପରି ଚଳଚଂଚଳ ରହିଥିଲା । ମାତ୍ର ସହରରେ ଅନ୍ୟାନ୍ୟ ଦୋକାନ ସବୁ ବନ୍ଦ ରହିଛି ।