BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ସୋରଡ଼ା ପୋଲିସ

FMODIA.IN 25-03-2020
Sorda police recovered the body of the young man

ରବିନ୍ଦ୍ର ନାଥ ତରାଇ / ମୟୂରଭଞ୍ଜ

(FMODIA.IN) - ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅନ୍ତର୍ଗତ ବରକନ୍ଦ ନିକଟରେ ଥିବା ରାସ୍ତାପାଖ ଗଛରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର । ସୋରଡ଼ା ପୋଲିସ ମୃତ ଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ମୃତ ଯୁବକ ଜଣକ ହେଉଛନ୍ତି ବରକନ୍ଦ ବାହାରାସାହି ଗ୍ରାମର ଇନ୍ଦ୍ରଜିତ ମାର୍ଣ୍ଡି । ମୃତ୍ୟୁର କାରଣ ପାରିବାରିକ ଅସନ୍ତୋଷ ବୋଲି ପୋଲିସ ଅନୁମାନ କରୁଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in