BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ଆସାମରେ କରୋନାର ୩୭୯ ନୂଆ ମାମଲା

FMODIA.IN 04-11-2020

ଦିସପୁର, ୦୪ ନଭେମ୍ବର |ଆସାମରେ କରୋନାର ୩୭୯ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।

ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨,୦୭,୩୬୧ହୋଇଛି ।