BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କରୋନାରେ ଦେଶରେ ଗତ ୨୪ ଘଂଟାରେ ୬୩,୩୭୧ ନୂଆ ମାମଲା, ୮୯୫ ଜଣଙ୍କର ମୃତ୍ୟୁ

FMODIA.IN 16-10-2020
In the last 24 hours, 63,381 new cases of corona recorded in Odisha

ନୂଆଦିଲ୍ଲୀ, ୧୫ ଅକ୍ଟୋବର :ଦେଶରେ ଗତ ୨୪ଘଂଟା ମଧ୍ୟରେ ୬୩,୩୭୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୮୯୫ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩,୭୦,୪୬୯ ରେ ପହଂଚିଛି ।

ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮,୦୪,୫୨୮ ଥିବା ବେଳେ ବର୍ତମାନ ସୁଦ୍ଧା ୧,୧୨,୧୬୧ଜଣ ମୃତ୍ୟୁ ବରଣ କରିଛନ୍ତି ।,୧୬୧