BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

କରୋନାରେ ଦେଶରେ ଗତ ୨୪ ଘଂଟାରେ ୪୬,୨୫୪ ନୂଆ ମାମଲା, ୫୧୪ ଜଣଙ୍କର ମୃତ୍ୟୁ

FMODIA.IN 04-11-2020
In the last 24 hours, 7,257 new cases and 519 deaths have been reported in the country

ନୂଆଦିଲ୍ଲୀ, ୦୪ ନଭେମ୍ବର |ଦେଶରେ ଗତ ୨୪ଘଂଟାମଧ୍ୟରେ୪୬,୨୫୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୫୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩,୧୩,୮୭୭ ରେ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀସକ୍ରିୟ ରୋଗୀଙ୍କ ସଂଖ୍ୟା୫,୩୩,୭୮୭ ଥିବା ବେଳେ ବର୍ତମାନ ସୁଦ୍ଧା ୧,୨୩,୬୧୧ଜଣ ମୃତ୍ୟୁବରଣ କରିଛନ୍ତି ।