BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜାମ୍ମୁ କାଶ୍ମୀରରେ ଜଣେ କରୋନା ପୀଡିତଙ୍କ ମୃତ୍ୟୁ

FMODIA.IN 26-03-2020
One death in JK

ଶ୍ରୀନଗର, ୨୬ ମାର୍ଚ : ଜାମ୍ମୁ କାଶ୍ମୀରରେ ଜଣେ କରୋନା ପୀଡିତଙ୍କ ମୃତ୍ୟୁ ଘଟିଛି । ଜାମ୍ମୁ କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଶ୍ରୀନଗର ହୈଦରପୋରାର ନିବାସୀ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି । ତାଙ୍କ ସମ୍ପର୍କରେ ଆସିଥିବା ଆଉ ଚାରି ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇ ବୁଧବାର ଦିନ ସ୍ପଷ୍ଟ ହୋଇଥିଲା ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in