BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ପିଏମ ମୋଦି ଟ୍ୱିଟ କରି ପୁଲବାମା ଆକ୍ରମଣର ଶହୀଦଙ୍କୁ ଦେଲେ ଶ୍ରଦ୍ଧାଂଜଳି

FMODIA.IN 14-02-2020

ନୂଆଦିଲ୍ଲୀ, ୧୪ ଫେବୃଆରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ପୁଲବାମା ଆକ୍ରମଣର ବର୍ଷେ ପୂର୍ତି ଅବସରରେ ଶହୀଦ ମାନଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଗତ ବର୍ଷ ପୁଲବାମା ଆକ୍ରମଣରେ ନିଜର ଜୀବନ ଦେଇଥିବା ସାହସୀ ଶହୀଦ ମାନଙ୍କୁ ଶ୍ରଦ୍ଧାଂଜଳି । ସେ ଅସାଧାରଣ ବ୍ୟକ୍ତି ଥିଲେ । ସେମାନେ ଦେଶରେ ସେବା ଓ ରକ୍ଷା କରିବାକୁ ନିଜର ଜୀବନ ସମର୍ପିତ କରି ଦେଇଥିଲେ । ଭାରତ ସେମାନଙ୍କର ବଳିଦାନକୁ କେବେ ହେଲେ ଭୁଲିବ ନାହିଁ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in