BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ଏସ.ସି, ଏସ.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟର ଅଧ୍ୟୟନ କରିବା ପରେ ଉଠାଯିବ ପଦକ୍ଷେପ

FMODIA.IN 10-02-2020
supreme court to give decision on sc st reservation

ନୂଆଦିଲ୍ଲୀ, ୧୦ ଫେବୃୟାରୀ - ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତିର ତର୍ଜମା କରାଯିବା ପରେ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବ । ସାମାଜିକ ନ୍ୟୟ ମନ୍ତ୍ରୀ ଥାବର ଚନ୍ଦ ଗେହେଲର ରାଜ୍ୟସଭାରେ ଏହି ପ୍ରସଂଗରେ ବକ୍ତବ୍ୟ ଦେଇ ଏହା କହିଛନ୍ତି ।

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ମାମଲାରେ ପକ୍ଷଭୁକ୍ତ ନ ଥିଲେ । ଏହା ବାଦ୍ କେନ୍ଦ୍ର ସରକାର କୌଣସି ପ୍ରକାର ସତ୍ୟପାଠ ଦେଇନାହାନ୍ତି । ଏହି ନିଷ୍ପତି ୨୦୧୨ରେ ଉତରାଖଣ୍ଡରେ କଂଗ୍ରେସ ସରକାରଙ୍କ ଆଦେଶ ଉପରେ ଆଧାରିତ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in