BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

କରୋନା ପାଇଁ ଟୋଲ ଫି ଆଦାୟ ସାମୟିକ ଭାବେ ବନ୍ଦ

FMODIA.IN 26-03-2020

ନୂଆଦିଲ୍ଲୀ ୨୬ ମାର୍ଚ : ଦେଶରେ କରୋନା ପାଇଁ ସତର୍କତା ଦୃଷ୍ଟିରୁ ରାଜପଥ ମାନଙ୍କରେ ଟୋଲ ଫି ଆଦାୟକୁ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରା ଯାଇଛି । କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ସୁଗମ କରିବା ଦୃଷ୍ଟିରୁ ଟୋଲ ଫି ଆଦାୟ ବନ୍ଦ ରଖା ଯାଇଛି । ସମସ୍ତ ଟୋଲ ପ୍ଲାଜାରେ ଏବେ ଟୋଲ ଫି ଆଦାୟ କରା ଯିବନାହିଁ । ଲକ ଡାଉନକୁ ଆଖି ଆଗରେ ରଖି ଏହି ନିଷ୍ପତି ନିଆ ଯାଇଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in