BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରରେ କରୋନାର ଦୁଇଟି ନୂଆ ମାମଲା, ରାଜ୍ୟରେ ମୋଟ ସଂଖା୧୨୪ ହେଲା

FMODIA.IN 26-03-2020
Two more cases in Maharastra

ମୁମ୍ବାଇ, ୨୬ ମାର୍ଚ । ମହାରାଷ୍ଟ୍ରରେ କରେନା ଭାଇରସ ପଜିଟିଭ ହେବାର ଦୁଇଟି ନୂଆ ମାମଲା ସାମନାକୁ ଆସିଛି । ଗୋଟିଏ ମାମଲା ମୁମ୍ବାଇରୁ ଆସିଥିବା ବେଳେ ଅନ୍ୟଟି ଥାନେରୁ ସାମନାକୁ ଆସିଛି । ଏହା ସହିତ ରାଜ୍ୟରୋ ମୋଟ କରୋନା ପଜିଟିଭ ମାମଲା ୧୨୪କୁ ପହଂଚିଛି ବୋଲି ମହାରାଷ୍ଟ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in