BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

୨୯ଟି ଜିଲ୍ଲାରେ ଥିବା ୨୧୪ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲା ଯାଇଛି – ରାଜ୍ୟପାଳ

FMODIA.IN 14-02-2020
241 Odisha ideal school opened in 29 districts

ଭୁୁବନେଶ୍ୱର, ୧୪ ଫେବୃଆରୀ: ରାଜ୍ୟପାଳ ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟ ପ୍ରତିା କରିବାକୁ ନିଷ୍ପତି ଗ୍ରହଣ କରା ଯାଇଥିବା ବେଳେ ଅଦ୍ୟାବଧି ୨୯ଟି ଜିଲ୍ଲାରେ ଥିବା ୨୧୪ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲା ଯାଇ ରାଜ୍ୟର ୫୮ ହଜାର ଜଣ ମେଧାବୀ ପିଲାଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରା ଯାଉଛି ।

ସେ କହିଛନ୍ତି ଯେ ବିଜୁ ସଶକ୍ତିକରଣ ଯୋଜନାରେ ବର୍ତମାନ ଯାଏ ୨୩,୮୫୦ କୋଟି ଟଙ୍କା ବ୍ୟୟରେ ୧ ଲକ୍ଷ ୫ ହଜାର ଲାପଟପ ମେଧାବୀ ଛାତ୍ର ଛାତ୍ରୀଙ୍କୁ ବଂଟନ କରା ଯାଇଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in