BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୭୮,୨୩୩ ଜଣ ଅନ୍ୟ ରାଜ୍ୟରୁ ଓଡିଶାକୁ ଫେରିଛନ୍ତି

FMODIA.IN 25-03-2020
4,233 have returned to Odisha from other states

ଭୁବନେଶ୍ୱର, ୨୫ ମାର୍ଚ୍ଚ - ବୁଧବାର ସୁଦ୍ଧା ମୋଟ ୪ ହଜାର ୧୫ ଜଣ ବିଦେଶ ଫେରନ୍ତା ପଂଜୀକରଣ କରିଛନ୍ତି । ସେହିପରି ୭୮,୨୩୩ ଜଣ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି । ସେମାନେ ଯେ କରୋନା ସଂକ୍ରମିତ ନୁହଁନ୍ତି ଭାବିବା ଭୁଲ । ସେ ସମସ୍ତଙ୍କୁ ନିଜ ଘରେ ୧୪ ଦିନ ପାଇଁ ହୋମ କ୍ୱାରେଂଟାଇନରେ ରହିବାକୁ କୁହାଯାଇଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

...........

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in