ଆଜି ବିଧାନସଭା ପୂର୍ବରୁ ସର୍ବ ଦଳୀୟ ବୈଠକ

FMODIA.IN 13-02-2020
All party meeting before meeting in odisha

ଭୁବନେଶ୍ୱର,13 ଫେବୃଆରୀ ଆସନ୍ତା ଫେବୃଆରୀ ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବଜେଟ ଅଧିବେଶନ ପୂର୍ବରୁ ଆସନ୍ତାକାଲି (ଗୁରୁବାର)ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁିତ ହେବ । ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ଅନୁିତ ହେବ ।ଏଥିରେ ଯୋଗ ଦେବା ପାଇଁ ସବୁ ବିରୋଧୀ ଦଳକୁ ଡକାଯାଇଛି । ପାର୍ଲିଆମେଂଟ ଢାଂଚାରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି ।