BIG NEWS
ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଲେ ଉଦବୋଧନ,କହିଲେ ସିଏଏର କେଉଁ ଧାରାରେ ନାଗରିକତା ସମାପ୍ତ କରିବାର ରହିଛି ବ୍ୟବସ୍ଥା ଜବାବ ଦିଅନ୍ତୁ ବିରୋଧି
Breaking News

ରାଜ୍ୟପାଳଙ୍କ ଅଭିଭାଷଣ -୧

FMODIA.IN 14-02-2020
Governor addresses odisha assembly session

ଭୁୁବନେଶ୍ୱର, ୧୪ ଫେବୃଆରୀ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଅଂଚଳର ବିକାଶ ଏବଂ ପ୍ରତ୍ୟେକ ଅଂଚଳର ବିକାଶ ଏବଂ ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କୁ ସଶକ୍ତ କରିବା ନିମନ୍ତେ ଦୃଢ ପ୍ରତିଶ୍ରୁତିବଦ୍ଧ । ବଜେଟ ଅଧିବେଶନର ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କର ଅଭିଭାଷଣରେ ଏହା କହିଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟ ସରକାର ପ୍ରାଥମିକ ଓ ମୌଳିକ ଭିତିଭୂମି ଗୁଡିକର ସୃଷ୍ଟି ଓ ବିକାଶକୁ ସର୍ବାଧିକ ଗୁରୁତ୍ୱ ଆରୋପ କରିବା ସହ ଯୋଗାଯୋଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଜଳ ସେଚନ ତଥା ଅନ୍ୟାନ୍ୟ ସୁବିଧା ସହ କୃଷି ସହାୟତା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ଶିକ୍ଷା ଭିତିଭୂମିକୁ ପରବର୍ତୀ ପର୍ଯ୍ୟାୟକୁ ନେବାକୁ ଦିଗରେ କାର୍ଯ୍ୟ କରିବେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in