BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ଆସନ୍ତା ବର୍ଷ ମଧ୍ୟରେ ୨୬୮ ସଂଖ୍ୟକ ବିଭିନ୍ନ କୋଠାବାଡି ନିର୍ମାଣ କାମ ସମ୍ପାଦନ ନିମନ୍ତେ ଯୋଜନା ପ୍ରସ୍ତୁତ କରା ଯାଇଛି- ରାଜ୍ୟପାଳ

FMODIA.IN 14-02-2020
Governor's speech on 268 buildings

ଭୁୁବନେଶ୍ୱର, ୧୪ ଫେବୃଆରୀ ରାଜ୍ୟପାଳ ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନାରେ ୯୨୩୦ କିମି ଗ୍ରାମ୍ୟ ସଡକ ଓ ୨୭୫ ସେତୁ କାମ ସମ୍ପାଦନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଆସନ୍ତା ବର୍ଷ ସୁଦ୍ଧା ବିଭିନ୍ନ ଯୋଜନାରେ ଅଧିକ ୨୫୦ ସେତୁ ଓ ୨୫୪୨ କିମି ବିଶିଷ୍ଟ ଗ୍ରାମ ସଡକ ନିର୍ମାଣ କାମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ବର୍ଷ ମଧ୍ୟରେ ୨୬୮ ସଂଖ୍ୟକ ବିଭିନ୍ନ କୋଠାବାଡି ନିର୍ମାଣ କାମ ସମ୍ପାଦନ ନିମନ୍ତେ ଯୋଜନା ପ୍ରସ୍ତୁତ କରା ଯାଇଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in