BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ଗବେଷଣା ଓ ପ୍ରସଙ୍ଗ ସ୍ୱତନ୍ତ୍ର କମିଟିଙ୍କର ଦ୍ୱିତୀୟ ବୈଠକ ଅନୁଷ୍ଠିତ

FMODIA.IN 11-02-2020
Seconf meeting of special research meeting aheld at Bhubaneswar

ଭୁବନେଶ୍ୱର, ୧୧ ଫେବୃଆରୀ - ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୩ରେ ମଙ୍ଗଳବାର ଗବେଷଣା ଓ ପ୍ରସଙ୍ଗ ସ୍ୱତନ୍ତ୍ର କମିଟିଙ୍କର ଦ୍ୱିତୀୟ ବୈଠକ ଏହାର ଅଧ୍ୟକ୍ଷ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ସଦସ୍ୟ ଓ ବିଧାନସଭାର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in