ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି

FMODIA.IN 13-02-2020
tight security in odisha assembly

ଭୁବନେଶ୍ୱର, ୧୩ ଫେବୃୟାରୀ - ବିଧାନସଭା ଅଧିବେଶନ ପାଇଁ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସମୀକ୍ଷା କରିଥିଲେ । ଏହି ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ବିଧାନସଭା ଭିତରେ ଓ ବାହାରେ ସିସି ଟିଭି ଲଗାଯିବା ସହ ସାଧା ପୋଷାକଧାରୀ ପୋଲିସ ମୂତୟନ କରାଯାଇଛି । ବିଧାନସଭା ପରିସର ଭିତରେ ବମ୍ ସ୍କ୍ୱାଡ଼ ଓ ଡଗ୍ ସ୍କ୍ୱାଡର଼୍ ପ୍ରତିଦିନ ଯାଂଚ କରାଯିବ । ବିଗତ ବର୍ଷ ମାନଙ୍କ ଭଳି ଚଳିତ ଥର ପୋଲିସ ଫୋର୍ସ ମୂତୟନ କରାଯାଇଛି ବୋଲି ସେ କହିଥିଲେ ।