ନବୀନଙ୍କୁ କୃତଜ୍ଞତା ଜଣାଇଲେ ମମତା

FMODIA.IN 22-05-2020

ଭୁବନେଶ୍ୱର, ୨୨ ମଇ : ବାତ୍ୟା ଅମ୍ଫାନକୁ ନେଇ ସହାୟତାର ହାତ ବଢାଇଥିବା କାରଣରୁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଏଭଳି ସମୟରେ ଏଭଳି କଥା କହିଥିବାରୁ ସେ ଧନ୍ୟବାଦ ଜଣାଉଛନ୍ତି ।