BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ପୁଲବାମା ଶହୀଦଙ୍କୁ ମନେ ପକାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

FMODIA.IN 14-02-2020
Rajnath Singh rembers ssushma swaraj

ନୂଆଦିଲ୍ଲୀ, ୧୪ ଫେବୃଆରୀ - ପୁଲବାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣ ବେଳେ ଶହୀଦ ହୋଇଥିବା ସିଆରପିଏଫର ଜବାନ ମାନଙ୍କୁ ତାଙ୍କର ବଳିଦାନ ଦିବସରେ ମନେ ପକାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଟ୍ୱିଟ କରି କହିଛନ୍ତି ଯେ ଭାରତ ଏହି ବଳିଦାନୀ ମାନଙ୍କର ବଳିଦାନକୁ କେବେ ହେଲେ ଭୁଲିବ ନାହିଁ । ସମ୍ପୂର୍ଣ ଭାରତ ଆତଙ୍କବାଦ ବିରୁଦ୍ଧରେ ଠିଆ ହୋଇଛି ଓ ଏହା ବିରୁଦ୍ଧରେ ଆମେ ଲଢେଇ ଜାରୀ ରଖିବାକୁ ପ୍ରତିବଦ୍ଧ ବୋଲି ସେ ଟ୍ୱିଟ କରି କହିଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in