BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ପାଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ

FMODIA.IN 25-03-2020
Union Minister Dharmendra Pradhan's request to comply with the Prime Minister's appeal

କହିଲେ କରୋନା ଲଢେଇ ଜିତିବାରେ ଦେଶବାସୀଙ୍କ ଯୋଗଦାନ ବଡ ମହତ୍ୱପୂର୍ଣ

ନୂଆଦିଲ୍ଲୀ, ଭୁବନେଶ୍ୱର, ୨୫ ମାର୍ଚ । କରୋନା ଭାଇରସ ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ ଦିନ ଧରି ଲକ ଡାଉନ ଘୋଷଣା କରିବା ସହ ସମସ୍ତଙ୍କୁ ନିଜ ଘରେ ରହିବାକୁ ଯେଉଁ ଅପିଲ କରିଛନ୍ତି ତାକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ଟ୍ୱିଟ କରି କହିଛନ୍ତି ଯେ କରୋନା ଲଢେଇ ଜିତିବାରେ ଦେଶବାସୀଙ୍କ ବଡ ମହତ୍ୱପୂର୍ଣ ଯୋଗଦାନ ରହିଛି ।

ସେ କହିଛନ୍ତି ଯେ ବିଶ୍ୱ ମହାମାରୀ କରୋନା ବିରୁଦ୍ଧରେ ନିର୍ଣାୟକ ଲଢେଇରେ ଏହି ଲକ ଡାଉନ ଭାରତର ଲୋକଙ୍କର ଜୀବନ ବଂଚାଇବା ଏବଂ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟନ୍ତ

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in