BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ପୁରୀରେ ଆଜି ସକାଳ ୮ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବିଦୁତ କାଟ

FMODIA.IN 07-11-2020
Power cuts in Puri from 6 am to 5 pm today

ପୁରୀ -ଶନିବାର ସକାଳ ୮ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୯ ଘଣ୍ଟା ଧରି ବିଦୁତ କାଟ ହେବ ବୋଲି ଟି.ପି.ସି.ଓ.ଡି.ଏଲ ଜଣାଇଛନ୍ତି l ଏ ସମ୍ପର୍କରେ ନିମାପଡା ବିଦୁତ ଡିଭିଜନ ର କାର୍ଯ୍ୟନିର୍ବାହୀ ଯନ୍ତ୍ତି ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଙ୍କୁ ଜଣାଇଛନ୍ତି l 132/33 କେ. ଭି କୋଣାର୍କ, ନିମାପଡା ଓ କେଶୁରା ଗ୍ରୀଡ଼ ଷ୍ଟେସନ ର ବାର୍ଷିକ ମରାମତି କରାଯିବ l ଏଥିଯୋଗୁଁ ନିମାପଡା, ଗୋପ, କୋଣାର୍କ, ଅସ୍ତରଙ୍ଗ, କାକଟପୁର, ପିପିଲି, ଛଇତନା ଆଦି ଅଂଚଳରେ ବିଦ୍ୟୁତ କାଟ l