BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ୟେସ ବ୍ୟାଙ୍କ ରେ ଜଗନ୍ନାଥ ଙ୍କ ଟଙ୍କା ରହିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜୟ ମହାପାତ୍ର

FMODIA.IN 09-03-2020

ଭୁବନେଶ୍ୱର, 09 ମାର୍ଚ । ୟେସ ବ୍ୟାଙ୍କ ରେ ଜଗନ୍ନାଥ ଙ୍କ ଟଙ୍କା ରହିବା ପ୍ରସଙ୍ଗରେ ପୁଣି ତଥ୍ୟ ରଖି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ସେ କହିଛନ୍ତି ଯେ ଏହି ମାମଲାରେ ସରକାର ସ୍ପଷ୍ଠି କରଣ ଦେଉନାହାନ୍ତି , କାରଣ ସବୁ ସରକାରଙ୍କ ଜାଣତ ରେ ହୋଇଛି। 2015 ରେ ଏଜି ଜଣାଇ ଥିଲେ ଜଗନ୍ନାଥ ଙ୍କ ପାଣ୍ଠି ରେ ଅନେକ ଅନିୟମିତତା ହୋଇଛି। ସରକାର କାହିଁକି 5 ବର୍ଷ ଧରି ଚୁପ ବସିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ ଗଜପତି ମହାରାଜା ଓ ପରିଚାଳନା କମିଟି ମଧ୍ୟ ଜାଣିନାହାନ୍ତି। ପରିଚାଳନା କମିଟି ର ଜଣେ ସଦସ୍ୟ ଓ ଦୁଇ ଜଣ ସରକାରୀ କର୍ମଚାରୀ ଏ କାମ କରିଛନ୍ତି। ଯଦି ସମାନ ଅଭିଯୋଗରେ ଉଦ୍ୟାନ କୃଷି ନିର୍ଦେଶକ ଗିରଫ ହେବେ ତେବେ ଏମାନେ କାହିଁକି ହେବେନି ବୋଲି ସେ ପ୍ରଶ୍ନ କରିଛନ୍ତି । ସମସ୍ତେ ବିରୋଧ କରିବା ସତ୍ତ୍ୱେ

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in