- କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ହିଁ ସର୍ତ୍ତକୁ ଅଖଣ୍ଡ ଓ ବିକଶିତ ରାଷ୍ଟ୍ରର ପରିଣତ କରିବ -- ଶ୍ରୀ ଅନିଲ ଚୌ...
- ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
- ଟୀକାକରଣ ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ କଥାବାର୍ତା ହେଲେ ମୁଖ୍ୟମନ୍ତ୍ରୀ
- ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ : ଝରିଗାଁ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ
- ପଥର ବୋଝେଇ ଟ୍ରକ୍ ଓଲଟିଲା : ଜଣେ ମୃତ, ୧ ଗୁରୁତର

ଜିଲ୍ଲାପାଳଙ୍କ କୋଭିଡ ଯତ୍ନ କେନ୍ଦ୍ର ପରିଦର୍ଶନ
29-09-2020
ନୂଆପଡା, ୨୯ ସେପ୍ଟେମ୍ବର - ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ପୁରୁଣା ଡାକ୍ତରଖାନାକୁ କୋଭିଡ ଯତ୍ନ କେନ୍ଦ୍ର ଭାବରେ ପରିଣତ କରାଯାଇଛି । ନୂଆପଡା ଜିଲ୍ଲାପାଳ ସ୍ୱଧାଦେବୀ ସିଂ ଏହି କେନ୍ଦ୍ରକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଖଡିଆଳ କୋଭିଡ ଯତ୍ନ କେନ୍ଦ୍ରକୁ ୧୫ ଶଯ୍ୟା, ବୋଡେନ ଏବଂ ସିନାପାଲି କୋଭିଡ ଯତ୍ନ କେନ୍ଦ୍ରକୁ ୧୦ ସର୍ଯ୍ୟା କରାଯାଇଥିବା...

୧୬ ଜଣ କୋରନା ଆକ୍ରାନ୍ତ ଚିହ୍ନଟ
29-09-2020
ନୂଆପଡା, ୨୯ ସେପ୍ଟେମ୍ବର - ନୂଆପଡା ଜିଲ୍ଲା ଖଡିଆଳ ଅଞ୍ଚଳରେ ସୋମବାର ୧୬ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି । ଆଜିର ଏହି ୧୬ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦୫୩ ରେ ପହଂଚିଅଛି । ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦରେ ୮ ଜଣ ଏବଂ ଖଡିଆଳ ବ୍ଲକର ଗ୍ରାମାଞ୍ଚଳରେ ୮ ଜଣ ଚିହ୍ନଟ ହୋଇଛନ୍ତି । ଖଡିଆଳ ବିଜ୍ଞାପିତ ଅଂଚଳ ପରିଷ...

ଶ୍ରମିକଙ୍କ ଦୈନିକ ମଜୁରୀ ୪୦୦ ଟଙ୍କା କରିବାକୁ ଦାବୀ
13-09-2020
ନୂଆପଡା, ୧୩ ସେପ୍ଟେମ୍ବର - ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କୁଶମାଲ ଏବଂ କୁର୍ଲୁଭଟା ଗ୍ରାମର ଯୁବକ ମାନେ ହାତରେ ପ୍ଲାକାର୍ଡ ଧରି ମନରେଗା ଯୋଜନାରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିବାକୁ ଦାବୀ କରିଛନ୍ତି । ସରକାର ମନରେଗା ଯୋଜନାରେ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୨୯୮ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ମଜୁରୀକୁ ବୃଦ୍ଧି କରି ୪୦୦ ଟଙ୍କା କରିବାକୁ ଦାବୀ କରି...

ଘର ଭାଙ୍ଗିଲା, ପରିବାର ଅସହାୟ
01-09-2020
ନୂଆପଡା, 1 ସେପ୍ଟେମ୍ବର : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କାମପୁର ଗ୍ରାମର ମନୋରଞ୍ଜନ ମାଝୀଙ୍କର ମାଟି ଘର ଭାଙ୍ଗି ଯାଇଛି । ଚଳିତ ଲଘୁଚାପ ଜନୀତ ଲଗାଣ ବର୍ଷା କାରଣରୁ ତାଙ୍କର ମାଟି କାନ୍ଥ ଭାଙ୍ଗି ପଡିଥିବା ବେଳେ ପରିବାର ଅସହାୟ ହୋଇ ପଡିଛନ୍ତି । ଏନେଇ ମନୋରଞ୍ଜନ ବୋଡେନ ତହସିଲଦାରଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ସେହିପରି ଖଡିଆଳ...