BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା
Malkangiri dasahara news update/fm odia.in

ମାଲକାନଗିରି ସଦର ମହକୁମାରେ କରୋନା କଟକଣା କୁ ମାନି ଦଶହରା ପାଳନ

 25-10-2020

ମାଲକାନଗିରି ସଦର ମହକୁମାରେ କରୋନା କଟକଣା କୁ ମାନି ଦଶହରା ପାଳନ । ଅମରେନ୍ଦ୍ର ଦାସ :ଏଫ ଏମ୍ ମିଡ଼ିଆ ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ନିରାଡ଼ମ୍ବର ଭାବରେ ଦଶହରା ପୂଜା ଶେଷ ହୋଇଛି।ଗତ ବର୍ଷ ମାଲକାନଗିରି ସଦର ମହକୁମାରେ ପାଞ୍ଚ ଟି ପୂଜା ଏବଂ ମେଢ଼ ହୋଇଥିଲା।ଜନ ସମାଗମ ବହୁତ ହୋଇଥିଲା।...

କୋଇଲା ବୋଝେଇ ପିକଅପ ଗାଡି ଜବତ, ଡ୍ରାଇଭର ଗିରଫ

 25-10-2020

ମାଲକାନଗିରି, ୨ ୫ ଅକ୍ଟୋବର :-- ବନ ବିଭାଗ ର ଚଢ଼ାଉ। ଜବତ ହେଲା ବସ୍ତା ବସ୍ତା କୋଇଲା ବୋଝେଇ ବୋଲେରୋ ପିକ ଅପ୍। ଚିତ୍ରକୋଣ୍ଡା ଘାଟି ରୁ କୋଇଲା ଲୋଡ ହୋଇ ଏକ ପିକ ଅପ ଗାଡି( ଓ ଡି ୧୦ ପି ୭୩୨୫) ଯୋଗେ ବାଲିମେଳା ଆଡକୁ ଆସୁଥିଲା। ଏହା ଦେଖି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସ୍ଥାନୀୟ ବନପାଳ ଏବଂ ବନାଞ୍ଚଳ ଅଧିକାରୀ ଙ୍କୁ ଜଣାଇଥିଲେ। କିନ୍ତୁ ଦୁହେଁ ଏନ...

During the Union Minister's marathon election campaign in Balasore's Rupsa, Saratha and Old Balasore, the Modi government sent 422 to Balasore. Dharmendra Pradhan donates Rs 4 crore

ବାଲେଶ୍ୱରର ରୁପସା, ସାରଥା ଏବଂ ପୁରୁଣା ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର କରୋନା ସମୟରେ ମୋଦି ସରକାର ବାଲେଶ୍ୱରକୁ ୯୨୨. ୪୮ କୋଟି ଟଙ୍କାର ଦେଇଛନ୍ତି ସହାୟତା – ଧର୍ମେନ୍ଦ୍ର ପ୍ରଧାନ

 25-10-2020

ଭୁବନେଶ୍ୱର/ବାଲେଶ୍ୱର, 25 ଅକ୍ଟୋବର :-- ମୋଦି ସରକାର କରୋନା ସମୟରେ ଓଡ଼ିଶାକୁ ମୋଟ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ଦେଇଥିବା ବେଳେ ସେଥିରୁ ବାଲେଶ୍ୱରକୁ ୯୨୨.୪୮ କୋଟି ଟଙ୍କାର ସହାୟତା ପ୍ୟାକେଜ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ, ଡ଼ାଲି, ଉଜ୍ଜଳା ଯୋଜନାରେ ଗ୍ୟାସ ଓ ଅନ୍ୟାନ୍ୟ ଆର୍ଥକ ସହାୟତା ଦିଆଯାଇଛି ବୋଲ...

ଚୋରା ମଦ ଜବତ, ଅଭିଯୁକ୍ତ ଗିରଫ

 25-10-2020

କୋରେଇ, ୨୪ ଅକ୍ଟୋବର :- ପାଣିକୋଇଲି ଥାନା ଶଙ୍ଖଚିଲା ପାଣ୍ଡି ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ ଦେଶୀ ମଦ ଚୋରା କାରବାରର ଖବର ପାଇ ଶଙ୍ଖଚିଲା ଫାଣ୍ଡି ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୫ଲିଟର ଦେଶୀ ମଦ ଜବତ କରାଯାଇଥିଲା । ବେପାରୀ ଠାକୁରପାଟଣା ଗ୍ରାମର ଚୈତନ୍ୟ ମଲିକଙ୍କ ସୁଦର୍ଶନକୁ ପୁଲିସ ଗିରଫ କରିଛି । ଠାକୁରପାଟଣା ପୋଖରୀ ଆଡିରେ ମଦ ରଖି ବିକ୍ରି କର...