The CPI (M) has condemned the Prime Minister's inauguration of the Ram Mandir

ପ୍ରଧାନମନ୍ତ୍ରୀଙ୍କ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସିପିଆଇର ନିନ୍ଦା

 04-08-2020

ଭୁବନେଶ୍ୱର, ୦୪ ଅଗଷ୍ଟ - ସମଗ୍ର ଭାରତରେ କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବିଭିନ୍ନ କଟକଣା ସତ୍ୱେ ଉଦ୍ବେଗଜନକ ଭାବେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହି ଧର୍ମ ନିରପେକ୍ଷ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ ଦେବା କାର୍ଯ୍ୟକ୍ରମକୁ ସିପିଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟ ସମ୍ପାଦକ ଆଶ...

Low-cost drugs, PP kits are being provided for cochlear implants: BJP

କୋଭିଡ୍ ଚିକିତ୍ସା ପାଇଁ ନିମ୍ନମାନ ଔଷଧ, ପିପି କିଟ୍ ଯୋଗାଇ ଦିଆଯାଉଛି : ବିଜେପି

 03-08-2020

ଭୁବନେଶ୍ୱର, ୦୩ ଅଗଷ୍ଟ କୋଭିଡ୍-୧୯ ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସମୟରେ ଔଷଧ, ପିପିଇ କିଟ୍ ଆଦି ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାହିଁକି ବିଡିଓଙ୍କୁ ଅନୁରୋଧ କରିବେ? ଏଭଳି ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ସମୟରେ ଆବଶ୍ୟକୀୟ ଔଷଧ, ପିପିଇ କିଟ୍ କାହିଁକି ଅଳ୍ପ ମାତ୍ରାରେ ଯୋଗାଇ ଦିଆଯାଉଛି ? କାହିଁକି ନିମ୍ନ ମାନର ଔଷଧ ଓ ପିପିଇ କିଟ୍...

The situation in Ganjam Karona is dire - Niranjan

ଗଞ୍ଜାମ କରୋନା ପରିସ୍ଥିତି ଭୟାନକ - ନିରଞ୍ଜନ

 03-08-2020

ଭୁବନେଶ୍ୱର, ୦୩ ଅଗଷ୍ଟ ସରକାରଙ୍କ ବିଫଳତା ପାଇଁ ରାଜ୍ୟରେ କରୋନା ଅତି ଭୟଙ୍କର ପରିସ୍ଥିତିରେ ପହଂଚିଲାଣି ।ବିଶେଷ କରି ଗଞ୍ଜାମ ପରିସ୍ଥିତି ବର୍ତମାନ ଅତି ଭୟାବହ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଗଂଜାମରେ କରୋନା ସ୍ଥିତି ସମ୍ପର୍କରେ ଉଦବେଗ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ...

ଅମର ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

 01-08-2020

ଈୁବନେଶ୍ୱର, ୦୧ ଅଗଷ୍ଟ ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ବିୟୋଗ ଖବର ପାଇ ସେ ଦୁଃଖିତ । ସେ ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ତ...