ଫନି ସହାୟତା ନଦେଇ ଫାଇଲରେ ଡୋରି ବାନ୍ଧିଲାଣି ପ୍ରଶାସନ, ଜରିପାଲ ତଳେ ଦାନା ବାନ୍ଧୁଛି ଆଉ ଏକ ବିହଙ୍ଗ ବିପ୍ଲବ

 29-05-2020

ନିମାପଡ଼ା,29 ମଇ : ମହାବାତ୍ୟା ଅଂଟା ଭାଙ୍ଗିଥିଲା । ଫନୀ ତଳେ କଚାଡି ଦେଲା । ପକ୍କାଘର ପାଇବାରୁ ବଂଚିତ ଗରିବ ପରିବାର ପାଇଁ ଫନି ଦୁର୍ଦ୍ଦଶା ବଢାଇଥିଲେ ବି ଫନି ସହାୟତା ପାଇବାରୁ ବଂଚିତ ହେଲେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଉଛୁପୁର ପଂଚାୟତର ମଧ୍ୟସାହି ଏବଂ ଖଡିକୁଦା ଗ୍ରାମର ୪ଟି ପରିବାର । ଆଜି ବି ପଲିଥିନ ତଳେ ଜିବନ ଜିଉଁଥିବା ଏହି ପର...

ସଂଗରୋଧକୁ ନମାନିବାରୁ କ୍ୱାରେନଟାଇନକୁ ଗଲେ ପରିବାର ୫ଜଣ ସଦସ୍ୟ, ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ

 28-05-2020

ନିମାପଡ଼ା,୨୮ ମଇ : ନିମାପଡା ବ୍ଲକ ଅନ୍ତର୍ଗତ ବଳଙ୍ଗା ଅଂଚଳରେ ଗୋଟିଏ ପରିବାରକୁ ପ୍ରଶାସନ ପକ୍ଷରୁ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା ବେଳେ ସେମାନେ ପ୍ରଶାସନର ନିଷ୍ପତିକୁ ଉଲଂଘନ କରିବାରୁ ଗତକାଲି ରାତିରେ ସେହି ପରିବାରର ଛୋଟ ଛୋଟ ୨ପିଲାଙ୍କ ଅନ୍ୟ ୩ଜଣଙ୍କୁ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ସୁଚନା ଯୋଗ୍ୟ କଟକରେ ଜଣେ ଶିଶୁ ଡା...

Siva vivah utsav at Sriramchandra pur

ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଶିବବିବାହ ଓ ଶୀତଳଷଷ୍ଠୀ ଉତ୍ସବର ଆଡ଼ମ୍ବର ବିହୀନ ପାଳନ

 28-05-2020

ସାକ୍ଷିଗୋପାଳ, ୨୮ ମଇ : କରୋନା କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଶିବବିବାହ (ଶୀତଳଷଷ୍ଠୀ) ଆଜି ଆଡ଼ମ୍ବର ବିହୀନ ଭାବେ ଆରମ୍ଭ ହୋଇଛି । ଏହି ବିବାହ ଉତ୍ସବରେ ବାଲୁଙ୍କେଶ୍ୱର, ଚଣ୍ଡେଶ୍ୱର, ଜଟେଶ୍ୱର ମହାଦେବଙ୍କ ସହ ସ୍ୱୟଂ ଗୋପୀନାଥଦେବ ବରଯାତ୍ରୀ ଭାବେ ଗ୍ରାମ ପରିକ୍ରମା କରି ବିବାହ ଉତ୍ସବରେ ଯୋଗ...

Mosquito distribution program in Jaipur gram panchayat

ଜୟପୁର ଗ୍ରାମପଚାଂୟତରେ ମଶାରୀ ବଂଟନ କାର୍ଯ୍ୟକ୍ରମ

 28-05-2020

ସାକ୍ଷିଗୋପାଳ, ୨୮ ମଇ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମପଚାଂୟତରେ ମଶାରୀ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମଶାରୀ ବଂଟନ କାର୍ଯ୍ୟକ୍ରମ ଆଜି ସଂନ୍ଧ୍ୟା ସୁଦ୍ଧା ଶେଷ ହେବାର ଯୋଜନା ରହିଥିବା ନେଇ ଦୁଗଲ ସେକ୍ଟର ନୂଆଗାଁ ସବସେଂଟରର ଅଶାକର୍ମୀ ପ୍ରତିମା ପୃଷ୍ଟି ପ୍ରକାଶ କରିଛ...