ବିଜୟପୁର ଗାଁରୁ ଦିନକରେ ୭୪ କରୋନା ପଜିଟିଭ୍ ଚିହ୍ନଟ

 03-07-2020

ରାୟଗଡ଼ା, ୩ ଜୁଲାଇ : ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ବିଜୟପୁର ଗାଁରୁ ଆଜି ଦିନକରେ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ୭୪ ଜଣଙ୍କୁ ମିଶାଇ କେବଳ ବିଜୟପୁର ଗାଁରୁ ଇତିମଧ୍ୟରେ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗ...

ବିଜୟପୁର ଗାଁରୁ ଦିନକରେ ୭୪ କରୋନା ପଜିଟିଭ୍ ଚିହ୍ନଟ

 03-07-2020

ରାୟଗଡ଼ା, ୩ ଜୁଲାଇ : ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ବିଜୟପୁର ଗାଁରୁ ଆଜି ଦିନକରେ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ହୋଇଥିବା ୭୪ ଜଣଙ୍କୁ ମିଶାଇ କେବଳ ବିଜୟପୁର ଗାଁରୁ ଇତିମଧ୍ୟରେ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।...

making 80 thousand labour days

ଶ୍ରମିକ ମାନଙ୍କ କର୍ମସଂସ୍ଥାନ ପାଇଁ ରାୟଗଡ଼ା ଜିଲ୍ଲାରେ ଦୈନିକ ୮୦ହଜାର ଶ୍ରମଦିବସ ସୃଷ୍ଟି କରାଯିବ

 27-05-2020

ବିଶ୍ୱରାଜ ଛିଞ୍ଚାଣି / ରାୟଗଡା (FMODIA.IN) - ରାୟଗଡ଼ା ଜିଲ୍ଲାରେ ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକଙ୍କୁ ବିଭିନ୍ନ କ୍ଷତ୍ରରେ ବିଶେଷ କରି କୃଷି ବିଭାଗ, ଉଦ୍ୟାନ ବିଭ।ଗ, ମତ୍ସ୍ୟ ବିଭାଗ, ଜଳବିଭଜିକା ମିଶନ, ବନ ବିଭାଗ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ମ।ନଙ୍କରେ ବୃକ୍ଷ ରୋପଣ, ପଖରୀ ଖୋଲା, ମୋ ପ...

arrival of migrants  at Rayagada station through Shramik Special Train

ସ୍ବତନ୍ତ୍ର ଶ୍ରମିକ ରେଳ ଯୋଗେ ତାମିଲନାଡୁର ତିରୁପୁରରୁ ଆସିଲେ ୮୫ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

 27-05-2020

ବିଶ୍ୱରାଜ ଛିଞ୍ଚାଣି / ରାୟଗଡା (FMODIA.IN) - ପ୍ରବାସୀ ଓଡ଼ିଆ ଶ୍ରମିକ ତାମିଲନାଡ଼ୁରୁ ବିଭନ୍ନ ସ୍ଥାନକୁ ଶ୍ରମିକ ଭାବରେ ରୋଜଗାର କରିବା ପାଇଁ ଆମ ରାଜ୍ୟର ଗଜପତି, ରାୟଗଡ।,କରାପୁଟ, ଓ ମାଲକାନଗିରି ଜିଲ୍ଲାରୁ ତାମିଲନାଡ଼ୁ ଯାଇଥିଲେ । ବିଶ୍ଵବ୍ୟାପୀ କରୋନା ମହାମରୀ ଯୋଗୁଁ ତଲ।ବନ୍ଦୀ ହେବାଫ ଳରେ ବିଭନ୍ନ ସମସ୍ୟାର ସମ୍ମୁଖ...