ଆଜିଠୁ ତିନି ଦିନ ପାଇଁ ଭିସୁଟ୍ ବନ୍ଦ

 10-10-2020

ସମ୍ବଲପୁର, ୧୦ ଅକ୍ଟୋବର - କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବ । ଏଥି ପାଇଁ ଆଜିଠୁ ଆଗାମୀ ତିନି ଦିନ ପାଇଁ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ (ଭିସୁଟ୍) ବନ୍ଦ ରହିବ । ଏହା ବ୍ୟତୀତ ପୂର୍ବଭଳି ଶନିବାର ଓ ରବିବାର ଭିସୁଟ୍ ବନ୍ଦ ରହିବ । ଏହା ବ୍ୟତୀତ ଆସନ୍ତା ୧୨ ତାରିଖ ସୋମବାର ମ...

ସମ୍ବଲପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୩୧୨ଜଣଙ୍କ ଠାରୁ ଜୋରିମାନା

 18-09-2020

ଭୁବନେଶ୍ୱର, ୧୮ ସେପ୍ଟେମ୍ବର : ସମ୍ବଲପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ କଟକରେ ୩୧୨ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ସମ୍ବଲପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା...

ସମ୍ବଲପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୨୦୮ଜଣଙ୍କ ଠାରୁ ଜୋରିମାନା

 17-09-2020

ଭୁବନେଶ୍ୱର, ୧୭ ସେପ୍ଟେମ୍ବର |ସମ୍ବଲପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ କଟକରେ ୨୦୮ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ସମ୍ବଲପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା...

ସମ୍ବଲପୁର ମଣ୍ଡଳର ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍ ଆୟୋଜିତ

 11-09-2020

ସମ୍ବଲପୁର, ୧୧ ସେପ୍ଟେମ୍ବର | ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପୂର୍ବତଯ ରେଳପଥ ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙକ ପରିବାରକୁ ଶାରୀରିକ ଓ ମାନିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର - ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ଆୟୋଜନ କରାଯାଉଅଛି । ସମ୍ବଲପୁର ମଣ୍ଡଳର ସମସ୍ତ ବିଭ...