Thunderstorms and heavy rains are expected in many districts of the state till November 11

୧୧ ତାରିଖ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

 07-08-2020

ଭୁବନେଶ୍ୱର, ୦୭ ଅଗଷ୍ଟ ଶନିବାର ଠାରୁ ଆଗାମୀ ୧୧ ତାରିଖ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କାର୍ଯ୍ୟାଳୟ । ସେହିପରି ଆସନ୍ତା ୪୮ଘଂଟା ମଧ୍ୟରେ ରାଜ୍ୟର ତିନିଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ଦଶରୁ ଊର୍ଧ୍ୱ ଜିଲ୍ଲାରେ ବଜ୍ରପାତ ସମ୍ଭାବନା ରହିଛି ବୋଲି ପାଣିପାଗ କା...

It will rain all over Odisha till the 8th due to low pressure

ଲଘୁଚାପ ପ୍ରଭାବରେ ୯ ତାରିଖ ଯାଏଁ ପୁରା ଓଡିଶାରେ ବର୍ଷିବ

 04-08-2020

- ଜିଲ୍ଲାପାଳମାନଙ୍କୁ ସମର୍କ ରହିବାକୁ ଏସଆରସିଙ୍କ ଚିଠି ଭୁବନେଶ୍ୱର, ୦୪ ଅଗଷ୍ଟ - ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ସମଗ୍ର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଏହାସହ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କିମି ରହିବ । ୯ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ...

Kendujhar: Wild elephant poaching in Telkoi area: house demolished: crop destroyed

କେନ୍ଦୁଝର: ତେଲକୋଇ ଅଂଚଳରେ ବଣୁଆ ହାତୀଙ୍କ ଉପଦ୍ରବ: ଭାଙ୍ଗିଲେ ଘର:ଫସଲ କଲେ ନଷ୍ଟ

 04-08-2020

କେନ୍ଦୁଝର, ୪ ଅଗଷ୍ଟ - କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ତେଲକୋଇ ଅଂଚଳରେ ପୁଣି ବଣୁଆ ହାତୀପଲଙ୍କର ଉପଦ୍ରବ ଆରମ୍ଭ ହୋଇଯାଇଛି । ବଣୁଆ ହାତୀ ପଲ ଘର ଭାଙ୍ଗିବା ସହ ବିଲରେ ଫସଲକୁ ଦଳିମକଚି ନଷ୍ଟ କରି ଦେଇଥିବା ବେଳେ ସେମାନଙ୍କ ପାଖରୁ ଅଳ୍ପକେ ବର୍ତ ଯାଇଛନ୍ତି ଏକ ଦମ୍ପତି । ଜିଲ୍ଲାର ତେଲକୋଇ ଫରେଷ୍ଟ ରେଞ୍ଜ ଅଧିନସ୍ଥ ପଡାଙ୍ଗ ଗ୍ରାମରେ ଘଟିଛି ଏଭଳି ଦୁଖଃଦ ଘଟଣା...

heavy rainfall warning

୮ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

 04-08-2020

ଭୁବନେଶ୍ୱର, ୦୪ ଅଗଷ୍ଟ : ଉତର-ପୂର୍ବ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ଆସନ୍ତା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କେନ୍ଦୁଝର ,ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି...