BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News
Car accident:1 Injured

ରାସ୍ତା କଡ଼ କ୍ଷେତକୁ ଓଲଟି ପଡିଲା କାର୍ : ଚାଳକ ଆହତ

 08-02-2020

ସୋନପୁର, ୮ ଫେବୃଆରୀ : ସୋନପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ଏସ. ରାମପୁର ମୁଖ୍ୟ ରାସ୍ତାରେ ଏକ କାର୍ ଭାରସାମ୍ୟ ହରାଇ କ୍ଷେତ ମଧ୍ୟକୁ ପଶିଯିବା ସହ ଓଲଟି ପଡିବା ଫଳରେ ଏହାର ଚାଳକ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡ଼ୁଙ୍ଗୁରିପାଲି ଡ଼ାକ୍ତରଖାନାରେ ଭର୍ତି କରିଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ପୃକ୍ତ ଚାଳକ କାର୍ ନେଇ ରାମପୁରର...

ପ୍ରସୂତୀଙ୍କ ସ୍ୱାମୀଙ୍କ ଠାରୁ ଲାଂଚ ନେବା ଘଟଣା : ଷ୍ଟାଫ୍ ନର୍ସ ଓ ସୁଇପର୍ ନିଲମ୍ବିତ : ଅନ୍ୟ ଜଣେ ସୁଇପର୍ ବହିଷ୍କୃତ

 31-12-2019

ସୁବର୍ଣ୍ଣପୁର, 31 ଡ଼ିସେମ୍ବର : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରସବ ପାଇଁ ଆସିଥିବା ଜନୈକା ମହିଳାଙ୍କ ସ୍ୱାମୀଙ୍କ ଠାରୁ ଲାଂଚ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜଣେ ଷ୍ଟାଫ୍ ନର୍ସ ଓ ଜଣେ ସୁଇପର୍ କୁ ନିଲମ୍ବିତ କରିଥିବା ବେଳେ ଆଉ ଜଣେ ସୁଇପର୍ କୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ ମନୀଷା ବାନାର୍ଜୀ । ବୌଦ୍ଧ ଅଂଚଳର ରମେଶ ବାଘଙ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ଯୌତୁକଜନିତ ହତ୍ୟା ଅଭିଯୋଗ

 23-12-2019

ସୁବର୍ଣ୍ଣପୁର, ୨୩ ଡ଼ିସେମ୍ବର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କୁକିଆ ଗ୍ରାମରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପାଇଖାନା ଘର ମଧ୍ୟରୁ ଉଦ୍ଧାର କରାଯାଇଛି । ତାଙ୍କ ନାମ ପ୍ରିୟବ୍ରତୀ ମହାଳିକ । ଆଜି ସକାଳେ ପାଇଖାନା ଭିତରେ ପ୍ରିୟବ୍ରତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଉଲୁଣ...

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

 13-12-2019

ସୁବର୍ଣ୍ଣପୁର, 13 ଡ଼ିସେମ୍ବର : ଗାଧୋଇବା ବେଳେ ଅସାବଧାନତାବଶତଃ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଆଜି ଏପରି ଏକ ଅଘଟଣ ଘଟିଯାଇଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅଂଚଳରେ । ସୂଚନା ଅନୁଯାୟୀ, ସୋନପୁର ଥାନା ଅନ୍ତର୍ଗତ ମଲ୍ଲିକମୁଣ୍ଡା ଗ୍ରାମର ଉଗ୍ରସେନ ମହାନନ୍ଦଙ୍କ ୬ ବର୍ଷିୟା ଝିଅ ପିଙ୍କି ଓ ନୃପ ଲୁହାଙ୍କ ୭ ବର୍ଷିୟା...

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in