BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News
State level bafminton tournament in Boudh held

ଦଶମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୂର୍ଣ୍ଣାମେଣ୍ଟ ଉଦଘାଟିତ , ଭାଗ ନେଲେ ୩୦ ଯୋଡା ଖେଳାଳି

 09-02-2020

ବୌଦ୍ଧ, ୯ ଫେବୃଆରୀ- ବୌଦ୍ଧ ବ୍ୟାଡମିଣ୍ଟନ ଏସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଇନଡୋର ଷ୍ଟେଡିୟମ ଠାରେ ଦଶମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଉପଜିଲାପାଳ ଏନସି ଜ୍ୟୋତିରଞନ ନାଏକ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି...

sports minister Kalinga Stadiu

କଳିଙ୍ଗ ଷ୍ଟାଡିୟମ୍ ରେ ହାଇ ପରଫରମାନ୍ସ ସେଂଟର ଭିତିଭୂମିର ତଦାରଖ କଲେ କ୍ରୀଡା ମନ୍ତ୍ରୀ

 06-02-2020

ଭୁବନେଶ୍ୱର , 6 ଫେବୃଆରୀ : ଇଲେକ୍ ଟ୍ରୋନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କଳିଙ୍ଗ ଷ୍ଟାଡିୟମ୍ କୁ ଅଚାନକ ଗସ୍ତ କରିବା ସହ ଷ୍ଟାଡିୟମ୍ ର ଭିତିଭୂମି ଏବଂ ଏଠାରେ ଥିବା ହାଇ ପରଫରମାନ୍ସ ସେଂଟରଗୁଡ଼ିକର ସ୍ଥିତି ଯାଂଚ କରିଥିଲେ । ଷ୍ଟାଡିୟମ୍ ପରିସରରେ ଥିବା ଫୁଟବଲ ପଡ଼ିଆ, ଗଗନ ନାରଙ୍ଗ ୨୫ ମିଟର ସୁ...

Injured rohit out of team india

ଟିମ୍ ଇଣ୍ଡିଆରୁ ବାଦ୍ ପଡିଲେ ଆହତ ରୋହିତ

 03-02-2020

ନୂଆଦିଲ୍ଲୀ , ୦୩ ଫେବୃଆରୀ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସ୍ ମ୍ୟାନ୍ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ୱାନଡେ ଓ ଟେଷ୍ଟ ସିରିଜ୍ ରୁ ବାଦ୍ ପଡିଛନ୍ତି । ଗୋଡରେ ଆଘାତ ଲାଗିବା କାରଣରୁ ରୋହିତ ଶର୍ମା ବର୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୩ ଟି ୱାନଡେ ଓ ୨ ଟି ଟେଷ୍ଟ ସିରିଜ୍ ରେ ଖେଳିପାରିବେ ନାହିଁ ।...

cadet apssing out parade held at sainika school bhubaneswar

ସୈନିକ ସ୍କୁଲର ଦ୍ୱାଦଶ ଶ୍ରେଣୀ କ୍ୟାଡେଟ୍‌ଙ୍କ ପାସିଙ୍ଗ୍ ଆଉଟ୍ ପ୍ୟାରେଡ୍

 01-02-2020

ଭୁବନେଶ୍ୱର, ୦୧ ଫେବୃଆରୀ - ସୈନିକ ସ୍କୁଲ୍ ର ୫୯ତମ ବାର୍ଷିକ ତଥା ପ୍ରତିଷ୍ଠା ଉତ୍ସବ ଓ ଦ୍ୱାଦଶ ଶ୍ରେଣୀ କ୍ୟାଡ଼େଟଙ୍କ ପାସିଙ୍ଗ ଆଉଟ୍ ପ୍ୟାରେଡ୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଦ୍ୱାଦଶ ଶ୍ରେଣୀର ୪୫ ଜଣ କ୍ୟାଡେଟ୍ ପାସିଂଆଉଟ୍ ପ୍ୟାରେଡ୍ ରେ ଯୋଗଦାନ କରିଥିଲେ । ଏମାନଙ୍କ ସହ ୩୦୦ ରୁ ଅଧିକ ଜୁନିଅର କ୍ୟାଡେଟ୍ ମାର୍ଚ୍ଚ ପାଷ୍ଟରେ ଭାଗ ନେଇଥ...

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in