BIG NEWS
ଆଜିବନ ଜେଲ ଭୋଗୁଥିବା ୫ ଜଣ କଏଦୀ ମୁକ୍ତ

ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ

 11-01-2020

ଭୁବନେଶ୍ୱର, 11 ଜାନୁଆରୀ : ପାରଳାଖେମୁଣ୍ଡି ମହାରାଜା ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକବାର୍ତାରେ ବାଚସ୍ପତି ଡ. ପାତ୍ର କହିଛନ୍ତି ଯେ, ଗୋପୀନାଥବାବୁ ଜଣେ ପ୍ରଜାବତ୍ସଳ ରାଜା ଥିଲେ । ଜଣେ ଜନପ୍ରିୟ ରାଜନେତା ଓ ସାଂସଦ ଭାବରେ ତାଙ୍କର କାର୍ଯ୍ୟ ଗରିମ...

dhamarai temple new year

ନୂଆବର୍ଷ ପାଇଁ ଧାମରାଇ ମନ୍ଦିରରେ ବ୍ୟାପକ ଜନସମାଗମ

 02-01-2020

ଭଦ୍ରକ, 2 ଜାନୁୟାରୀ : ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରାରେ ଥିବା ମା ଧାମରାଇ ମନ୍ଦିରରେ ନବବର୍ଷ ଉପଲକ୍ଷେ ବ୍ୟାପକ ଜନସମାଗମ ପରିଲକ୍ଷିତ ହୋଇଥିଲା। ଆଜି ଭୋର ୬ଟାରେ ମନ୍ଦିରରେ ମାଙ୍କ ପହଡ ଖୋଲିବା ପରେ ଧାମରା , ଜାଗୁଳା,କଇଥଖୋଲା,ଦୋସିଙ୍ଗା,ବାଂଶଡା,କରଞ୍ଜମାଳ,ପଂଚୁଟିକ୍ରି ସମେତ ଅନ୍ୟାନ୍ୟ ଅଂଚଳରୁ ବହୁ ଭକ୍ତ ଆସି ମାଙ୍କ ଦର୍ଶନ କରିଥିଲେ। ଏହି ଭିଡକୁ ଆ...